Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବୌଦ୍ଧ ସଦର: ଗୋଚ୍ଛାପଡ଼ାରୁ ବିଜାମାରି ଗ୍ରାମ ରାସ୍ତାରୁ ୨୫କେଜି ଅବାଧ ଗଞ୍ଜେଇ ସହିତ ଜଣକୁ ଗିରଫ କରି ଅଦାଲତର ଦ୍ୱାରସ୍ତ କଲା ବୌଦ୍ଧ ଅବକାରୀ ପୋଲିସ

ଆଜି ସନ୍ଧ୍ୟା ୬.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ l ଆଜି ସକାଳ ପାଖାପାଖି ୧୧.୩୦ସମୟରେ, ବୌଦ୍ଧ ଅବକାରୀ ଥାନାର OIC ତାଙ୍କର ଟିମ ସହିତ ପେଟ୍ରୋଲିଙ୍ଗ କରୁଥିବା ସମୟରେ l ବୌଦ୍ଧ ଥାନାର ବଘିଆପଡା ଫାଣ୍ଡିର ଗୋଛାପଡ଼ା ଓ ବିଜାମାରୀ ରାସ୍ତାରୁ ଅବାଧ ୨୫କେଜି ଗଞ୍ଜେଇ ସହିତ ଏଥିରେ ସମ୍ପୃକ୍ତ ୩୧ବର୍ଷୀୟ ନୀଳାମ୍ବର କହ୍ନର ଗିରଫ କରିଥିଲେ l ଆଜି ପାଖାପାଖି ଅପରାହ୍ନ ୪ଟା ସମୟରେ ନୀଳାମ୍ବର କହ୍ନର ନାମରେ ମାମଲା ୠଜୁକରି ଜିଲ୍ଲା ସେସନ ଜଜଙ୍କ ଅଦାଲତର ଦ୍ୱାରସ୍ତ କରାଯାଇଛି

MORE NEWS