ଅମ୍ବାଭୋନା: ପ୍ରବଳ ବର୍ଷା ଯୋଗୁଁ ମହାନଦୀ ରେ ବଢୁଛି ଜଳସ୍ତର,ଆହୁରୀ ବର୍ଷା ହେଲେ ମହାନଦୀକୂଲିଆ ଗାଁ ଗୁଡିକୁ ବିପଦ ଆଶଙ୍କା ହୋଇପାରେ ।
Ambabhona, Bargarh (Baragarh) | Aug 23, 2025
ଗତ 2/3 ଦିନ ଧରି ଲଗାତାର ବର୍ଷା ଯୋଗୁଁ ଅମ୍ବାଭୋନା ବ୍ଲକ ନିକଟସ୍ଥ ମହାନଦୀରେ ବଢୁଛି ଜଳସ୍ତର, ମହାନଦୀକୂଲିଆ ଗାଁ ଚିଖିଲି, ଅନ୍ତରାଡି,ବଡମାଳ ଓ...