ଟିଟିଲାଗଡ: ଚାଉଳ ବୋଝେଇ ଟ୍ରକରେ ନିଆଁ ଲାଗିଥିବା ବେଳେ ମେଦୀ ରେତା ପେଟ୍ରୋଲପମ୍ପ କର୍ମଚାରୀ ସନ୍ତୋଷ ପଟ୍ଟନାୟକ ନିଆଁଲିଭା ଗ୍ୟାସ ଦ୍ଵାରା କରିଥିଲେଆୟତ୍ତ୍
ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଗୋଟିଏ ଚାଉଳ ବୋଝେଇ ଟ୍ରକରେ ହଠାତ୍ ଧୂଆଁ ବାହାରି ନିଆଁ ଲାଗି ଯାଇଥିଲା, ତେବେ ପାଖରେ ଥିବା ମେଦି ରେତା ପେଟ୍ରୋଲ ପମ୍ପ କର୍ମଚାରୀ ତଥା ମ୍ୟାନେଜର ସନ୍ତୋଷ ପଟ୍ଟନାୟକ ଆୟତ୍ତ କରିବା ପାଇଁ ସାହସ କରିଥିଲେ। ତାଙ୍କର ପ୍ରତିକ୍ରିୟା ଶୁଣନ୍ତୁ