ମହାନଦୀ ପୋଲ ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କଳା ରଙ୍ଗର ସ୍କର୍ପିଓ ଗାଡି ଦୁଇଟି ବାଇକ କୁ ଧକ୍କା ଦେବା ପରେ ରାସ୍ତା କଡରେ ଥିବା ଲୁହା ବାଡ଼ରେ ଧକ୍କା ହୋଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ଦୁଇ ବାଇକରେ ଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ବୁର୍ଲା ପୁଲିସ ଉଦ୍ଧାର କରି ଭିମସାର ରେ ଭର୍ତ୍ତିକରିଥିବା ଜଣାପଡିଛି । ଆହତ ମାନଙ୍କ ପରିଚୟ ଜଣା ପଡି ନଥିବା ବେଳେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡିଟି ବୁର୍ଲା ସହରର ବୋଲି ଜଣାପଡିଛି । ଦୁର୍ଘଟଣା ଗ୍ରସ୍ତ ସମସ୍ତ ଗାଡି କୁ ପୁଲିସ ଜବତ କରିଥିବା ସୂଚନା ମିଳିଛି । ବୁର