ନିଆରା ଢଙ୍ଗରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଜନ୍ମଦିନ ପାଳିଲେ ଶୁଭେଛୁ। କୋରାପୁଟ ସହର..ଆଜି ସନ୍ଧ୍ୟା ସାତ୍ ଟା ସମୟରେ ବରିଷ୍ଟ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ 71 ତମ ଜନ୍ମ ଦିବସ। ଯଦିଓ କୋରାପୁଟ ରେ ଜୟପୁର ବିଧାୟକ ଉପସ୍ଥିତ ନ ଥିଲେ କିନ୍ତୁ ତାଙ୍କ ଶୁଭେଛୁ କୋରାପୁଟ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଆଗ ରେ ନିଆରା ଢଙ୍ଗ ରେ ଜୟପୁର ବିଧାୟକ ତାରା ବାହିନୀପତି ଙ୍କ 71 ତମ ଜନ୍ମ ଦିବସ ପାଲନ କରିଛନ୍ତି। ବର୍ତ୍ତମାନ ଶାରିରୀକ ଅସୁସ୍ଥତା ଯୋଗୁଁ ଜୟପୁର ବିଧାୟକ ଭୁବନେଶ୍ବର ସ୍ତିତ୍ ବାସଭବନ ରେ ଚିକିତ୍ସା ହେଉଛନ୍ତି।