ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଗୁରୁଦ୍ବାର ଠାରେ ଗୁରୁ ନାନକଙ୍କ ୫୫୬ ତମ ଜୟନ୍ତୀ ପାଳିତ, ପ୍ରତିକ୍ରିୟା ରଖିଲେ ସଂପାଦକ
ରାଉରକେଲା ଗୁରୁ ଦ୍ବାର ଠାରେ ଗୁରୁ ନାନକଙ୍କ ୫୫୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଷ୍ଠାନର ସାଧାରଣ ସମ୍ପାଦକ ବଳଦେବ ସିଂ।