ରେଙ୍ଗାଲି ବରୋଦା ବେଙ୍କ ସମ୍ମୁଖରେ ସଡ଼କ ଦୁର୍ଘଟଣା ଜଣେ ବାଇକ ଚାଳକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ଜଣେ ବ୍ୟକ୍ତି ବାଇକ ରେ ଯାଉଥିବା ସମୟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ବାଇକ ଚାଳକ ଜଣକ ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇ ଚିକିତ୍ସା କରାଇଥିଲେ l