ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଘଟିଥିବା ବିଭିନ୍ନ ଚୋରି ମାମଲାରେ ସଂପୃକ୍ତ ରହିଥିବା ସନ୍ଦେହରେ ବଡ଼ଗାଁ ପୋଲିସ ରାଜଗାଙ୍ଗପୁର ପୋଲିସ ସହାୟତାରେ ରାଜଗାଙ୍ଗପୁର ୧୧ ନଂ ୱାର୍ଡ଼ ଟାଟା ପାୱାର କଲୋନୀ ରୁ ଏହି ୩ ଜଣଙ୍କୁ ବଡ଼ଗାଁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।