ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଖେଳ ପଡ଼ିଆରେ ଚାଲିଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବନ୍ଧବାହାଲ ର ୨୪ତମ ବାର୍ଷିକ କ୍ରୀଡା ଉତ୍ସା ଉଦ୍ଯାପିତ ହୋଇଛି l ଏହି ଖେଳକୁଦ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏଥିରେ ୩ୟ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରେ ୩ୟ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କୁ ନେଇ ଶିଶୁବର୍ଗ, ୬ଷ୍ଠ ଶ୍ରେଣୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବାଲ୍ବର୍ଗ, ୮ମ, ୯ମ ଓ ୧୦ମ ଶ୍ରେଣୀକୁ ନେଇ କିଶୋର ବର୍ଗରେ ବିଭକ୍ତ କରାଯାଇ ୬୨ ଗୋଟି ବିଭିନ୍ନ ଖେଳ ର ପ୍ରତିଯୋଗିତା ହୋଇଥିଲା। ଏଥିରେ ୨୮୬ଜଣ ଛାତ୍ରଛ