କୋରାପୁଟ ଜିଲ୍ଲାର ସେମିଳିଗୁଡା_ନନ୍ଦପୁର ରାସ୍ତା କୋଡ଼ିଗାଁ ରେ ସଡ଼କ ଦୁର୍ଘଟଣା ଦୁଇ ଗୁରୁତର ମେଡିକାଲ ସ୍ଥାନାନ୍ତର। ଆଜି ରାତି ୮ ଟା ସମୟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଭୟଙ୍କୁ ମେଡିକାଲ ସ୍ଥାନାନ୍ତର କରିଥିବା ବେଳେ ସେମିଳିଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।