ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମ ପଞ୍ଚାୟତର ବରପାଲି ଗ୍ରାମର ସ୍ଵର୍ଣ୍ଣସାଗର ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା, ଗ୍ରାମର କୋଠଘର ଅତି ଶୋଚନୀୟ ଅବସ୍ଥାରେ ଥିବାରୁ ତାହାର ପୁନଃରୁଦ୍ଧାର ଏବଂ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ବରପାଲି ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଜୁଳି ବିଭାଗ କାଟି ଦେଇଥିବା ହେତୁ ଗ୍ରାମ ବାସୀ ମାନେ ପାଣି ପାଉ ନଥିବାରୁ ଗ୍ରାମ ବାସୀ ମାନେ ଅଭିଯୋଗ କରିଥିଲେ,ସଙ୍ଗେ ସଙ୍ଗେ ଉକ୍ତ ବିଭାଗର ଅଧିକାରୀ ମାନଙ୍କ ସହ କଥା ହୋଇ କିଭଳି ଭାବରେ ଲୋକ ମାନଙ୍କ ପାନୀୟ ଜଳ ଯୋଗାଣ ସମସ୍ୟ