କାର୍ତିକ ମାସ ଏକାଦୋଷୀ ଅବସରରେ ଗାଁ ରେ ନାମ ସକୀର୍ତନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ର ବ୍ରହ୍ମଣୀପାଳି ଗ୍ରାମରେ କାର୍ତିକ ମାସ ଏକାଦୋଶୀ ଅବସରରେ ସନ୍ଦ୍ୟା 7ଘଣ୍ଟା ସମୟ ରେ ଗାଁର ଭାଗବତ ଗୁଡ଼ି ରେ ପୂଜା ଅର୍ଚନା କରାଯାଇଥିଲା ଏହା ପରେ ନାମ କୀର୍ତନ ଗ୍ରାମର ଯୁବକ ମାନଙ୍କ ଦ୍ଵାର ହୋଉଥିଲା I ଏହା ଦେଖିବାକୁ ଗାଁ ର ସହ ସହ ଲୋକ ଦେଖିଥିଲେ