ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଗାୟତ୍ରୀ ପରିବାର ତରଫରୁ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ଯୋଗ ପ୍ରଫେସର ଡ. ବିଶ୍ବରଂଜନ ରଥ ଶତାଧିକ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ନିଶାମୁକ୍ତି ସମ୍ପର୍କିତ ଏକ କର୍ମଶାଳାର ଅନୁଷ୍ଠିତ ହୋଇଛି l ବିଦ୍ୟାର୍ଥୀମାନଙ୍କ ଭିତରେ ଏକାଗ୍ରତା, ସଂଯମତା ତଥା ଚ