କେନ୍ଦୁଝର ସହର: ମା କାଳୀ ପୂଜା କମିଟି ଖପରାଖାଇ ଠାରେ ସାଂସ୍କୃତିକ ମଞ୍ଚ ଉଦଘାଟନ କଲେ ବିଶିଷ୍ଟ ଶିଳ୍ପ ପତି
ମା କାଳୀ ପୂଜା କମିଟି. ଘଷିପୁରା ବସଷ୍ଟାଣ୍ଡ ସାଂସ୍କୃତିକ ମଞ୍ଚ ଉଦଘାଟନ ରେ ଉଦଘାଟକ ।ପ୍ରିୟ ଅତିଥି. ବିଶିଷ୍ଟ ଶିଳ୍ପ ପତି ତଥା ସମାଜ ସେବୀ ଶ୍ରୀଯୁକ୍ତ ତାରା ରଞ୍ଜନ ପଟ୍ଟନାୟକ ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।