ନଭେମ୍ବର ୧୩ ତାରିଖ ସମୟ ପ୍ରାୟ ୧୨ଟା ୩୦ମିନିଟରେ ଧମରାସଂଘ ପ୍ରାଙ୍ଗଣରେ ଶ୍ରୀକୃଷ୍ଣ କଳାପରିଷଦ ଆନୁକୂଲ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଅନୁଷ୍ଠାନର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ସେଠି ବକ୍ତବ୍ୟରେ କହିଲେ ଅନୁଷ୍ଠାନର ରୋପ୍ୟ ଜୟନ୍ତୀ ସମାରୋହରେ ନାଟକ ନଭେମ୍ବର ମାସ ୧୫ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ, ପ୍ରତ୍ୟେକ ଦିନ ରାତି ୯ ଟାରୁ ଆରମ୍ଭ ହେଵ,