କୋରାପୁଟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ସକାଳୁ ବିଭିନ୍ନ ପାର୍କରେ ପ୍ରାତଃ ଭ୍ରମଣ ପାଇଁ ଲାଗୁଛି ଭିଡ଼। ପ୍ରବଳ ଶୀତ ଯୋଗୁଁ ଚଳିତବର୍ଷ ୨୫ ବର୍ଷର ରେକର୍ଡ଼ କୋରାପୁଟ ଶୀତ ଭାଙ୍ଗିଥିବା ବେଳେ ପୁରୁଷଙ୍କ ଠାରୁ ଅଧିକ ମହିଳା ପ୍ରାତଃ ଭ୍ରମଣରେ ଆସୁଥିବା ଆଜି ସକାଳ ୧୦ ଘଣ୍ଟା ସମୟରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।