Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ବରଗଡ: ପାଣିଛତ୍ର ଜମୁର୍ଡ଼ା ରାସ୍ତାରେ ଓଭର ବ୍ରିଜ ତଳେ ମିଳିଲା ଯୁବକଙ୍କ ରକ୍ତାକ୍ତ ଶବ,ପୋଲିସର ତଦନ୍ତ ଆରମ୍ଭ

ବରଗଡ଼ରେ ହେଲା ପୁଣି ଏକ ହତ୍ୟାକାଣ୍ଡ l ପାଣିଛତ୍ର ଜମୁର୍ଡ଼ା ରାସ୍ତାରେ ଓଭର ବ୍ରିଜ ତଳେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ଶବ l ମଙ୍ଗଳବାର ସକାଳ 8 ଘଣ୍ଟା ସମୟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଯୋଗାଯୋଗ କରିଥିଲେ | ମୃତ ଯୁବକ ଜମୁର୍ଡ଼ା ଟାଙ୍ଗର ପଡ଼ାର 26 ବର୍ଷୀୟ ଭୀମସେନ ବିଶ୍ୱାଳ ବୋଲି ଜଣା ପଡ଼ିଛି l ଗତ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ କିଏ ଓ କାହିଁକି ଏପରି ତଣ୍ଟି କାଟି ହତ୍ୟା କରିଛି ତାହା ପୋଲିସର ତଦନ୍ତ ପରେ ଜଣାପଡ଼ିବ ।

MORE NEWS