Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
No video available

ସୁନ୍ଦରଗଡ ସହର: ନୂଆଡ଼ିହି ଠାରେ ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୧୦ ଜଣ ଜୁଆଡି ଗିରଫ

ନୂଆଡ଼ିହି ଠାରେ ଜୁଆ ଆଡ୍ଡା ରେ ପୁଲିସ ର ଚଢାଉ 10 ଜଣ ଜୁଆରି ଗିରଫ... ଆଜି ଦିନ 3 ଟା ସମୟରେ ହେମଗିର ଥାନା ଅନ୍ତର୍ଗତ ନୂଆଡ଼ିହି ଠାରେ ଏକ ଜୁଆ ଆଡ୍ଡା ରେ ହେମଗିର ପୁଲିସ ଚଢାଉ କରି 10 ଜଣ ଜୁଆରି କୁ ପୁଲିସ ଗିରଫ କରିଥିବା ର ଜଣା ପଡ଼ିଚି, ଏହା ସହ 6, 400 ଟଙ୍କା ନଗଦ ସହ ଜୁଆ ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିବା ର ଜଣା ପଡ଼ିଚି..