ଦେବଗଡ: ମରଡଙ୍ଗ ଗ୍ରାମରେ ରାଧା କ୍ରୀଷ୍ଣା ଫୁଟବଲ ଟୁର୍ଣ୍ଣାମେଂଟ, ଯୋଗ ଦେଲେ ଜିଲ୍ଲା ବିଜେପି ସଭାପତି
Debagarh, Debagarh (Deogarh) | Sep 2, 2025
ବାରକୋଟ ବ୍ଲକ ମରଡଙ୍ଗ ଗ୍ରାମରେ ରାଧା କ୍ରୀଷ୍ଣା କ୍ଲବ ପକ୍ଷରୁ ଗତକାଲି ଠାରୁ ଏକ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ୧୬...