ଚାନ୍ଦବାଲି: ଚାନ୍ଦବାଲି ଖେରଙ୍ଗ ଗ୍ରାମ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ଵ,ଶଙ୍ଖ ଧରିଲେ ୫୦ ପରିବାର,ଯୋଗଦେଲେ ଚାନ୍ଦବାଲି ବିଧାୟକ
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ନିର୍ବାଚନ ଯେତିକି ପାଖେଇ ଆସୁଛି ,ସାଧାରଣ ଲୋକଙ୍କ ମଧ୍ୟରେ ବିଜୁ ଜନତା ଦଳ ପ୍ରତି ଆସ୍ଥା ସେତିକି ବଢୁଛି । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତରେ ମିଶ୍ରଣ ଗୁରୁବାର ସନ୍ଧ୍ୟା 7 ଟା ଏକ ପର୍ଵ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବ ରେ ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ପରିବାର ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଛନ୍ତି