ରାଉରକେଲା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଛି ।ଗୁରୁବାର ଏହି ସୂଚନା ମିଳିଛି। ୪ ହଜାର କେଜିର ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ । ସମ୍ପୃକ୍ତ ଥିବା ୧୧ ମାଓବାଦୀଙ୍କ ନାଁ ଏନଆଇଏ ଚାର୍ଜସିଟ୍ରେ ଉଲ୍ଲେଖ କରିଛି । ୟୁଏପିଏ, ବିଏନଏସଏସ ଓ ଆର୍ମ ଆକ୍ଟରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।