ରାୟଗଡା: ୟୁରିଆ ସାର ଆସିବା ପରେ ପଦ୍ମପୁର ଲ୍ୟାମ୍ପସ ତରଫରୁ ଯାତ୍ତିଲି ଓ ଖମାପଦର ଚାଷୀ ଭାଇଙ୍କୁ ମୁଣ୍ଡ ପିଛା ୩ବସ୍ତା ସହ ନାନୋ ୟୁରିଆ ସାର ପ୍ରଦାନ
ରାୟଗଡ଼ା ଜିଲ୍ଲା ପଦ୍ମପୁର ଲ୍ୟାମ୍ପ୍ସ କୁ ୟୁରିଆ ସାର୍ ନେବା ପାଇଁ ପ୍ରବଳ ଭିଡ ଆଜି ୨ଟି ପଂଚାୟତ ଚାଷୀ ଭାଇ ଙ୍କୁ ୩ଟି ୟୁରିଆ ସାର୍ ସହ ଏକ ନାନ ୟୁରିଆ ବୋତଲ ପ୍ରଦାନ