Public App Logo
Profile Picture

Rabindra Nath Mohapatro

@rabindranath0321
3365Followers
10Following
ରାୟଗଡା: ଲକ୍ଷ୍ମୀ ବସ ଦୁର୍ଘଟଣା ଗ୍ରସ୍ତ ,୩ଜଣ ଆହାତ ମାଣ୍ଡିବିସିର କାଙ୍ଗତୁମା ଘାଟିନିକଟରେ ଘଟିଛି ଦୁର୍ଘଟଣା,ଆହତ ଙ୍କୁ କାଶିପୁର ମେଡିକାଲରେ ଭର୍ତ୍ତି
ରାୟଗଡା: ବାତ୍ୟା ମୋନ୍ଥାର ପ୍ରଭାବ ରାମନାଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି,୧୩ଟିଘର ଭାଙ୍ଗିଛି,ବିପନ୍ନ ପରିବାରଙ୍କୁ ଜରି ପଲିଥିନ ଯୋଗାଇଦେଲେ ତହସିଲଦାର
ଗୁଣୁପୁର: ଗୁଣପୁର ବ୍ଲକ ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ରେ ରହିଥିବା ଲୋକେ ନିଜ ନିଜ ଘର କୁ ଫେରୁଥିବା ସୁଚନା ଦେଲେ ବିଡ଼ିଓ ସ୍ୱାତିକ ଜମାଦାର
ରାୟଗଡା: ଲଗାଣ ବର୍ଷାହେଲେ ମନ୍ଦିରଭିତରେଗଳୁଛିପାଣି,ରାୟଗଡ଼ା ଜିଲ୍ଲା ପଦ୍ମପୁରରଐତିହାସିକ ଶ୍ରୀ ମଲ୍ଲୀକେଶ୍ୱର୍ ଶୈବପୀଠ ଶୁନିବା ପୂଜକଙ୍କପ୍ରତିକ୍ରିୟା
ଗୁଣୁପୁର: ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ସୂର୍ଯୁଗୁଡ଼ା ଓ ତାବଲାଗୁଡ଼ା ଲୋକେ ନିଜଘରକୁ ଫେରିଥିବା ସୂଚନାଦେଲେ ପଞ୍ଚାୟତନିର୍ବାହୀ ଅଧିକାରୀ
ଗୁଣୁପୁର: ଡେରିଙ୍ଗା ପଞ୍ଚାୟତର ସୁକୁଲୁପାଡୁ ଗ୍ରାମର ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ବାତ୍ୟ ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ ପ୍ରଦ୍ଦନ
ଗୁଣୁପୁର: ଗୁଣପୁର ଉପ ଜିଲ୍ଲାପାଳ ତାବଲାଗୁଡା ଗ୍ରାମ କୁ ଗ୍ରସ୍ତ କରି ଲୋକଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲକୋଠାରେ ରହିବାକୁ ଦେଲେ ନିର୍ଦ୍ଧେଶ
ରାୟଗଡା: ଗୁଣପୁର ଉପଜିଲ୍ଲାପାଳ ଙ୍କ ପଦ୍ମପୁର ବଡନାଳ ଜଳଭଣ୍ଡାର କୁ ପରିଦର୍ଶନ,ଗୋଟିଏ ଗେଟ ମାଧ୍ୟମରେ ପାଣି ନିଷ୍କାସନ,ପାଣି ର ସ୍ଥିତି କଲେ ଅନୁଧ୍ୟାନ
ରାୟଗଡା: ରାୟଗଡ଼ାଜିଲ୍ଲାରେ ପହଞ୍ଚିଲେ ଏନଡିଆରଏଫ ଟିମ୍, ଆସନ୍ତାକାଲି ପ୍ରବଳବର୍ଷା ହେବାଆଶଙ୍କା କରାଯାଉଛି,ପ୍ରଭାବିତଅଞ୍ଚଳକୁ ଯିବେବୋଲି ମିଳିଛି ସୂଚନା
ରାୟଗଡା: ସାମୁଦ୍ରିକ ଝଡ ମୋନ୍ଥା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ସ୍ଥିତି ଉପରେ ନଜରରଖାଯାଇଛି କହିଲେ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣି
ରାୟଗଡା: ମାଡ଼ି ଆସୁଛି ସାମୁଦ୍ରିକ ଝଡ ମୋନ୍ଥା ପ୍ରଭାବରେ ରାୟଗଡାରେ ବର୍ଷା ଆରମ୍ଭ,ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି କରାଯାଇଛି
ରାୟଗଡା: ବାତ୍ୟା ମେନ୍ଥା ପ୍ରଭାବରେ ରାୟଗଡ଼ାରେ ପ୍ରବଳବର୍ଷା ହେବବୋଲି ସତର୍କସୁଚନା ଆସିବାପରେଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଶୁଣିବା ପ୍ରତିକ୍ରିୟା
ଗୁଣୁପୁର: ସବୁ ବର୍ଷ ଧାନ ବାହାରିବା ସମୟରେ ଝଡପବନ ସହ ବର୍ଷା ଆସୁଥିବାରୁ ଭୟଲାଗୁଛି କହିଲେ ଗୁଣପୁର କୃଷିଜିଲ୍ଲା ଲାଉଗୁଡ଼ା ଚାଷୀ ଶୁଣିବା ପ୍ରତିକ୍ରିୟା
ରାୟଗଡା: ସାମ୍ଭାବ୍ୟ ବାତ୍ୟା ଆସୁଥିବାରୁ ପଦ୍ମପୁର ନୂଆସାହି ଅଙ୍ଗନ ୱାଡ଼ି କେନ୍ଦ୍ର ପରିସରରେ ମହିଳା ମାନଙ୍କୁ କରୁଛନ୍ତି ସଚେତନତା,ଶୁଣିବା ପ୍ରତିକ୍ରିୟା
ରାୟଗଡା: ସମ୍ଭାବ୍ୟ ବାତ୍ୟା ମେନ୍ଥଆ ଆସୁଥିବାରୁ ପଦ୍ମପୁର ବିଡ଼ିଓ ଙ୍କ  ଜାତିଲି ଓ ଆଖୁସିଂ ପଞ୍ଚାୟତ କୁ ଯାଇ ଲୋକଙ୍କୁ କଲେ ସଚେତନତା
ରାୟଗଡା: ପବିତ୍ର କାର୍ତ୍ତିକ ର ତୃତୀୟ ସୋମବାର ଚଳ ଚଞ୍ଚଳ ହୋଇ ଉଠିଛି ପଦ୍ମପୁର ସମସ୍ତ ଐତିହାସିକ ଶୈବପୀଠ,ଭକ୍ତ ଙ୍କ ପ୍ରବଳ ଭିଡ଼
ରାୟଗଡା: ବାତ୍ୟା କୁ ଆଖି ଆଗରେ ରଖି ପଦ୍ମପୁର ବଡ଼ନାଳ ଜଳ ଭଣ୍ଡାରରୁ ୭୫ଭାଗ ପାଣି ମହଜୁଦରଖି ଅଧିକା ପାଣିକୁ ଗୋଟିଏ ଗ୍ୟାଟ ଦେଇ ନଦୀ କୁ ଜଳ ନିଷ୍କାସନ
ରାୟଗଡା: ପଦ୍ମପୁର ବ୍ଲକରେ ରନ୍ଧନ ଗ୍ୟାସ ଠିକ ସମୟରେ ନଆସିବା ଫଳରେ ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ
ରାୟଗଡା: ଜାତିଲି ରାସ୍ତା ଉପରେ ଥିବା ମଦ ବାର କୁ ତାଲା ପକାଇଲେ ଶତାଧିକ ମହିଳା,ଖବରପାଇ ସ୍ଥାନୀୟ ପୋଲିସ ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ
ରାୟଗଡା: ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ପଦ୍ମପୁର ସିଡ଼ିପିଓ ଙ୍କ ଶୁଣିବା ପ୍ରତିକ୍ରିୟା ,କୃତି ପ୍ରତିଯୋଗିତା ଙ୍କୁ ବିଡ଼ିଓ ଙ୍କ ଦ୍ଵାରା ପୁରସ୍କୃତ
ରାୟଗଡା: ଯାତ୍ତିଲି ରାସ୍ତାଉପରେ ଥିବାବାର ତାଲାପକାଇଲେ ୧୨ଖଣ୍ଡ ର ମହିଳା,ମଦବାରଥିବାରୁ ଅସାମାଜିକବ୍ୟକ୍ତିଙ୍କ ଦୋରାତ୍ମକ ବଢୁଥିବାକହିଲେ ଆସିଥିବାମହିଳା
ରାୟଗଡା: ପଦ୍ମପୁରରେ୨୨ବର୍ଷ ହେଲା ମାଁ ଦକ୍ଷିଣ କାଳୀଙ୍କ ଜାରିରହିଛି ପୂଜାର୍ଚ୍ଚନା,ପୁଜାମଧ୍ୟମରେ ଭାଇଚାରାସୃଷ୍ଟିହେଉଥିବା କହିଥିଲେ ପୁଜାକମିଟି ସଭାପତି
ଗୁଣୁପୁର: ମାଁ କାଳୀପୁଜା ଲାଗି ଚଳଚଞ୍ଚଳ ଗୁଣପୁର ସହର ପ୍ରତିଦିନ ରୀତିନୀତି ଅନୁସାରେ ଚାଲିଛି ପୂଜାର୍ଚ୍ଚନା:ଶୁଣିବା କମିଟି ସଭାପତି ଙ୍କ ପ୍ରତିକ୍ରିୟା
ରାୟଗଡା: ଖିଲାମୁଣ୍ଡା ହାଇସ୍କୁଲ ରେ ଚାଲିଥିବା ଟେଲଣ୍ଟ ହାଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ପଦ୍ମପୁର ସୁପରଭାଇଜର ସାବିତ୍ରୀ ନାୟକ
ରାୟଗଡା: ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝିଙ୍କ ପଦ୍ମପୁର ବ୍ଲକ ଗ୍ରସ୍ତ  ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ବିଡ଼ିଓଙ୍କ ସହ କଲେ ଆଲୋଚନା