ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କାର୍ଗିଲ ବସ୍ତି ନିକଟ ଟ୍ରେନ ଲାଇନ ରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ତଦନ୍ତ କରୁଛି ପୋଲିସ
କାର୍ଗିଲ ବସ୍ତି ନିକଟ ଟ୍ରେନ ଲାଇନ ରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ତଦନ୍ତ କରୁଛି ପୋଲିସ | ଆଜି 2.45ରେ କାର୍ଗିଲ ବସ୍ତି ନିକଟ ଟ୍ରେନ ଲାଇନ ରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି GRP ଥାନା ପୋଲିସ | ମୃତକ ହେଲେ ରବି ପଟନାୟକ | ମୃତ ଦେହକୁ ସବ ବ୍ୟବଛେଦ ପାଇଁ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ | ସବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ |