ମା କନକେଶ୍ବରୀ କ୍ରିକେଟ କ୍ଲବ ସରଧାପୁର ଦ୍ୱାରା ଆୟୋଜିତ କରାଯାଇଥିବା କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବ ରେ ଯୋଗ ଦେଇ ଏକ ସୁନ୍ଦର ଓ ଭଲ ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ କମିଟି ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଦେଲି ପରିଶେଷରେ ଏହି ଟୁର୍ନାମେଣ୍ଟ ରେ ବିଜେତା ଓ ଉପବିଜେତା ହୋଇଥିବା ଦଳ କୁ ଟ୍ରଫି ପ୍ରଦାନ କରିଛନ୍ତି ପାଳଲହଡା ବିଧାୟକ ଅଶୋକ ମହାନ୍ତି।