କଣ୍ଟାମାଳ: ଦହ୍ୟା ଠାରେ ତାଳ ପଦର ଠାରୁ ଶଗଡା ପର୍ଯ୍ୟନ୍ତ ରାସ୍ତା ଉନ୍ନତ୍ତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ
Kantamal, Boudh (Bauda) | Sep 10, 2025
ବୁଧବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହ୍ୟା ଠାରେ ତାଳ ପଦର ଠାରୁ ଶଗଡା ପର୍ଯ୍ୟନ୍ତ ରାସ୍ତାର ଉନ୍ନତ୍ତି କରଣ ପାଇଁ ଭିତ୍ତି...