ମୋହନା: ତାବରଡା ଗ୍ରାମ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇ ଯାଇଛି।
ତାବରଡା ଗ୍ରାମ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇ ଯାଇଛି।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ରେ ମୋଟ ୯୨ ଟି ଅଭିଯୋଗ ଆସିଥିବା ବ୍ୟକ୍ତିଗତ ସମସ୍ୟା ୬୮ ଗୋଟି ଆସିଥିବା ବେଳେ ୨୪ ଗୋଟି ସାମୁହିକ ସମସ୍ୟା ର ଅଭିଯୋଗ ଆସିଥିଲା। ମୁଖ୍ୟତଃ ରାସ୍ତା, ନେଟୱର୍କ, ବିଦ୍ୟୁତ, ପାନୀୟ ଜଳ, ଜଙ୍ଗଲ ଜମି ଭଳି ସମସ୍ୟା ଆସିଥିଲା। ଯାହାକୁ ନେଇ ଆଜି ଅପରାହ୍ନ ପାଞ୍ଚଟା ସମୟରେ ସୂଚନା ଦିଆ ଯାଇଛି।