କଣ୍ଟାମାଳ: ଅପେରସନ ପ୍ରହାର ର ସଫଳତା ଡ଼ୁମାଲପାଳି ଛକ ନିକଟରୁ 10ଲକ୍ଷ ରୁ ଉର୍ଦ୍ଧଟଙ୍କାର ଗଂଜେଇ ସହ ଗାଡି ଜବତ
ଅପେରସନ ପ୍ରହାର ର ସଫଳତା 10ଲକ୍ଷ ରୁ ଉର୍ଦ୍ଧଟଙ୍କାର ଗଂଜେଇ ସହ ଗାଡି ଜବତ କଣ୍ଟାମାଲ ପୋଲିସ ର ଅପେରସନ ପ୍ରହାର ର ବଡ଼ ସଫଳତା ଲକ୍ଷାଧିକ ଟଙ୍କାର ଗଂଜେଇ ସହ ଗାଡି ଜବତ I ସୂଚନା ମତେ ଗତକାଲି କଣ୍ଟାମାଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ ଡ଼ୁମାଲପାଳି ଛକରେ ଚଢ଼ାଉ କରିଥିଲା I ମାଫିଆ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରୁ 5କୁଇଣ୍ଟାଲ 28kg ଗଂଜେଇ ଜବତ ସହ ବୋଲର ପିକ ଅପ୍ ଗାଡି ଜବତ କରି I ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ I ଗଂଜେଇ ଦିନ 10ଘଣ୍ଟା ସମୟ ରେ କୋଟ ରେ ପଦର୍ଶନ କରିଥିବା ନେଇ କଣ୍ଟାମାଲ ଥାନା ଅଧିକାରୀ ଆଜି ପ୍ରେସ ରିଲିଜ ସକାଳ10ଘଣ୍ଟା ସମୟରେ ଦେଇଛନ୍ତି