ଝାରସୁଗୁଡା: ଓରିଏଣ୍ଟ: ବ୍ରଜରାଜନଗର ଥାନା ଅନ୍ତର୍ଗତ ରେଲୱେ କଲୋନୀ ନିବାସୀ ଲୋକୋ ପାଇଲଟ ନିରଞ୍ଜନ କୁମାର ହେଲେ ସାଇବର ଠକେଇ ର ଶିକାର
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରେଲୱେ କଲୋନୀ ନିବାସୀ ଲୋକୋ ପାଇଲଟ ନିରଞ୍ଜନ କୁମାର ହେଲେ ସାଇବର ଠକେଇ ର ଶିକାର l ସାଇବାର ଠକ ମନେ ୨ଥରରେ ତାଙ୍କ କ୍ରେଡିଟ କାର୍ଡ ରୁ ୫୯ ହଜାର ୯ ଶହ ୭୯ ଟଙ୍କା ଠକି ନେଇଛନ୍ତି l ଗତ ୨୯ ତାରିଖ ଦିନ ୨ଟା ସମୟରେ ଏସ୍ ବି ଆଇ ଭୁବନେଶ୍ୱର ମୁଖ୍ୟଲୟ ଅଧିକାରୀ ପରିଚୟ ଦେଇ ରେ ତାଙ୍କର କ୍ରେଡିଟ କାର୍ଡ କେ ୱାଇ ସି ପାଇଁ ଆବଶ୍ୟକ ଡକୁମେଣ୍ଟ ମାଗିଥିଲେ ଥିଲେ ସାଇବର ଠକ l ସେ ଦେଇଦେବାପରେ ୨୯ ତାରିଖ ଦିନ ଏସ ବି ଆଇ କାର୍ଡ ରୁ ୧୩,୩୭୯ ଟଙ୍କା ଓ ଆଇ ସି ଆଇ ସି ଆଇ କ୍ରେଡିଟ କାର୍ଡ ରୁ ୩୦ ତାରିଖ ରେ ୪୬୬୦୦ ଟଙ୍କା ଲୁଟି ନେଇଛ