ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିର ରେ ଶ୍ରୀ ଜୀଉ ଙ୍କ ଦର୍ଶନ କରି ଆଶିଷ ନେଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା l
Puri M, Puri | Sep 17, 2025 ଶ୍ରୀ ମନ୍ଦିର ରେ ଶ୍ରୀ ଜୀଉ ଙ୍କ ଦର୍ଶନ କରି ଆଶିଷ ଲାଭ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରମତୀ ପ୍ରଭାତୀ ପରିଡା l ଆଜି ସନ୍ଧ୍ୟା 7 ସମୟରେ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ ଉପମୁଖ୍ୟମନ୍ତ୍ରୀ l