Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନାଲକୋ ରେ ଚାକିରି କରେ ଦେବା ଆଳରେ ଠକେଇ ନେଇ ଅଭିଯୁକ୍ତ ଗିରଫ ସମ୍ପର୍କରେ ବଡ଼ଗଡ଼ ଥାନାରେ ଏସପି ଜୋନ୪ ଅଭିମନ୍ୟୁ ନାୟକଙ୍କ ପ୍ରେସମିଟ

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଗତ ୨୦୨୧ ମସିହାରେ ଅଭିଯୁକ୍ତ ନରେଶ ବାରିକଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ନିଜକୁ ରିଲାଏନ୍ସ ଏବଂ ନାଲକୋ କମ୍ପାନୀର ବିକ୍ରେତା ଭାବେ ପରିଚୟ ଦେଇଥିଲେ । ନାଲକୋ ର ଏଜିଏମ ଙ୍କ ସହ ତାଙ୍କର ଚିହ୍ନା ଅଛି କହିଁ, ଦିଲ୍ଲୀପ ଭଟ୍ଟଙ୍କ ସହ ପରିଚୟ କରାଇଥିଲେ । ଦିଲୀପ ଭଟ୍ଟ ନିଜକୁ ନାଲକୋ ର ଏଜିଏମ ଅଛନ୍ତି ବୋଲି ଅଭିଯୋଗକାରୀଙ୍କୁ କହିଥିଲେ । ଅଭିଯୋଗକାରୀଙ୍କ ପୁଅ ସ୍ମୃତି ସୌରଭ ସାମଲ ଜିଏକି ଜଣେ ବି-ଟେକ ଛାତ୍ର ବେକାର ହୋଇ ବୁଲୁଥିଲେ ତାଙ୍କର ଚାକିରି ପାଇଁ ସେ କହିଥିଲେ ।

MORE NEWS