2026 ସମ୍ବଲପୁର ଲୋକ ମୋହତ୍ସବ ପାଈଁ ଆଜି ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଲୋକ ମୋହତ୍ସବ ର ନୋଡାଲ ଅଫିସର ତଥା ମହାନଗର ନିଗମ କମିଶନର, ଅତିରିକ୍ତ ଜ଼ିଲ୍ଲାପାଳ, ଉପ ଜ଼ିଲ୍ଲାପାଳ ଓ ଲୋକ ମୋହତ୍ସବ ର ସଂଯୋଜକ ଉପସ୍ଥିତ ଥିଲେ l ଏହି ଅବସରରେ ଭାରତ ର ଅନେକ ରାଜ୍ୟର ସାଂସ୍କୃତିକ ଦଳ ସହ ଲୁକାୟିତ କଳାକୁ ଲୋକ ମୋହତ୍ସବ ରେ ଦେଖିବାକୁ ପାଇବେ l ଏହାସହ ଆସନ୍ତା 7 ଓ 8 ତାରିଖ ୟୁଥ ଫେଷ୍ଟିଭାଲ ଆୟୋଜିତ ହେବ ବୋଲି ପ୍ରଶାସନ କହିଛନ୍ତି l