ବରଗଡ: ବରଗଡ଼ SBI ପକ୍ଷରୁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନନ୍ଦଟିକ୍ରା ଓ ସରକାରୀପ୍ରାଥମିକ ବିଦ୍ୟାଳୟ ତୋରାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଧବାର ସକାଳ 10 ଘଣ୍ଟା ସମୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନ୍ତର୍ଗତ ତୋରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନନ୍ଦ ଟିକ୍ରା ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୋରା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି SBI ବରଗଡ଼ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ବରଗଡ SBI ର Regional Manager ଶ୍ରୀଯୁକ୍ତ ମଧୁସୂଦନ ରଥ, ବରଗଡ SBI lead district manager ଶ୍ରୀଯୁକ୍ତ ବିଦ୍ୟାନନ୍ଦ ତିର୍କି, ବରଗଡ଼ SBI Financial literacy councellor ଶ୍ରୀଯୁକ୍ତ ଛବିଳ ଭୋଇ ଯୋଗଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ