ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅଏଲ ପାମ୍ ଚାଷ ପ୍ରକ୍ରିୟା ଓ ଚାଷୀଙ୍କ ଲାଭବାନ୍ ସମ୍ପର୍କରେ ବୈଠକ
ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅଏଲ ପାମ୍ ଚାଷ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରେ ରହିଥିବା ଚାଷୀ କିଭଳି ସହଜରେ ଅଏଲ୍ ପାମ୍ ଚାଷ କରିପାରିବ, କିଭଳି ଲାଭବାନ୍ ହୋଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।