ରାଉରକେଲା ମ୍ୟୁନିସିପାଲଟି: କୋଏଲ ନଗର ବୋଇତ ବନ୍ଦାଣ କମିଟି ପକ୍ଷରୁ ବୈକୁଣ୍ଠ ଘାଟରେ ସଫେଇ ଅଭିଯାନ, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନାଗରିକ
ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ରାଉରକେଲା କୋଏଲ ନଗର ବୋଇତ ବନ୍ଦାଣ କମିଟି ପକ୍ଷରୁ ବୈକୁଣ୍ଠ ଘାଟରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନାଗରିକ।