ସଦର: କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଦାବୀ
କଳାହାଣ୍ଡିରେ କୃଷି ମହାବିଦ୍ୟାଳୟ ଜିଲ୍ଲାର କୃଷି ଭିତ୍ତିଭୂମି ଓ ଶିକ୍ଷାଗତ ଆବଶ୍ଯକ ଶ୍ୟକତାକୁ ପରିପୂରଣ କରୁଥିବାବେଳେ ଜିଲ୍ଲାର କୃଷିଭିତ୍ତକ ଗବେଷଣା ପାଇଁ ଉଚ୍ଚତର ଶିକ୍ଷା ଓ ପାଠ୍ୟକ୍ରମର ଆବଶ୍ୟକତା ରହିଛି । ଏ ଦିଗରେ କଳାହାଣ୍ଡି କୃଷି ମହାବିଦ୍ୟାଳୟ ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାବେଳେ ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଗଲେ କୃଷି ଓ ଏହା ଉପରେ ନିର୍ଭରଶୀଳ ଜନସମାଜ, ଆର୍ଥିକ ପ୍ରଗତି ସମ୍ପର୍କରେ ଗବେଷଣା ସମ୍ଭବ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା କୁ ବିକଶିତ କଳାହାଣ୍ଡି ଓ ନୂଆପଡ଼ାର ଆଜି