ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ୨୦୨୫ ଆଜି ସକାଳ ୧୦ଟା ସମୟରେ ଶୁଭାରମ୍ଭ ନେଇ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା। ଭାଇଚାରାର ଏହି ମହୋତ୍ସବରେ ବିପୁଳ ପରିମାଣରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳା ଓ ସଂସ୍କୃତି ଜାଣିବାର ଏକ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ କହିଛନ୍ତି।