କେନ୍ଦୁଝର ରେ ମେଘା ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆସନ୍ତା କାଲି ହେବ ପ୍ରଥମ ଗ୍ରାମସଭା ପାଟଣା ବ୍ଲକ ଚେମଣା ପଞ୍ଚାୟତ ଭୃଙ୍ଗରାଜ ପଶି ଗ୍ରାମରେ ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗାଁର ୨୯ ଏକର ୬୧୦ ଡ଼ିସିମିଲ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭା ରେ ଲୋକଙ୍କ ମତାମତ ଗ୍ରହଣ କରାଯିବ । ପ୍ରଶାସନ ପଷରୁ ପ୍ରସ୍ତୁତି |