ମୋରଡା: କୁଜିଡ଼ିହି-ବାଘଡା ରାସ୍ତାରେ ଚଢାଉକରି ବେଆଇନ ଗୋ-ଚାଲାଣ କରୁଥିବା ପିକଅପ ଭ୍ୟାନକୁ ଜବତକଲା ଶୁଳିଆପଦା ପୁଲିସ, ୭ଗୋରୁଗାଈ ଉଦ୍ଧାର
Muruda, Mayurbhanj | Aug 13, 2025
ମୋରଡା ନିର୍ବାଚନ ମଣ୍ଡଳୀ ତଥା ଶୁଳିଆପଦା ଥାନା ଅଧୀନ କୁଜିଡିହି- ବାଘଡା ରାସ୍ତାରେ ବୁଧବାର ଚଢ଼ାଉକରି ବେଆଇନ ଗୋଚାଲାଣ କରୁଥିବା ପିକଅପ...