ଅମ୍ବାଭୋନା: ସାଉନ୍ତାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଅମ୍ବାଭୋନା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ଦେଖନ୍ତୁ ମତାମତ
ବରଗଡ ଜିଲ୍କା ର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସାଉନ୍ତାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ବାଭୋନା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆଜି ବ୍ଲକ ଶିକ୍ଷା ଅଧିକାରିଣୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାଵେ ବୈଜ୍ଞାନିକ ଶେଷଦେବ କିଷାନ , ସମ୍ମାନିତ ଅତିଥି ଅମ୍ବାଭୋନା BDO ଲଳିତ ବାଗ,ଲୋକସଭା ସାଂସଦ ପ୍ରତିନିଧି ଗୁନାରୁ ପଧାନ,ବିଜ୍ଞାନ ସୁପର ଭାଇଜର ଧିରଜ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ପ୍ରିୟବ୍ରତ ସାହୁ ଅନ୍ୟାନ୍ୟ ଅତିଥି ମଂଚାସୀନ ଥିଲେ, ଆଜି 2 PM ରେ ନିଆଯାଇଥିବା ଅଥିତିମାନଙ୍କ ମତାମତ ଦେଖନ୍ତୁ