ବିପୁଳ ଗଂଜେଇ ଚାଷ ନଷ୍ଟ କଳା ପୋଲିସ ବୌଦ୍ଧ ପୋଲିସ ଗଂଜେଇ ମୁକ୍ତଜିଲ୍ଲାପାଇଁ ବିଭିନ୍ନ ଜଙ୍ଗଲ ମାନଙ୍କରେ ଚଢ଼ାଉ କରି ହଜାର ହଜାର ଗଂଜେଇ ଗଛ ନଷ୍ଟ କରୁଛି I ତେବେ ଆଜି ଘଣ୍ଟାପଡା ଥାନା ପକ୍ଷରୁ ଲୁଣ୍ଡୁରୁ ଜଙ୍ଗଲ ରେ ବେଆଇନ ଭାବରେ ଲାଗିଥିବା 78ଏକର ପରିମିତ ଜଙ୍ଗଲ ଜମିରେ ଲାଗିଥିବା ଗଂଜେଇ ଗଛ କାଟି ନିଆଁ ଲଗେଇ ନଷ୍ଟ କରିଛି I ତେବେ ଥାନା ରେ ସନ୍ଦ୍ୟା ସମୟ 170/25ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା I