ଆର ଉଦୟଗିରି: ଗୋଶାଣୀ ବ୍ଳକକାର୍ଯ୍ୟାଳୟପରିସରରେ ସମସ୍ତ କର୍ମଚାରୀ ମାନଙ୍କ ଦ୍ୱାରା ପାରମ୍ପାରିକ ପୋଷାକ ପରିଧାନ ସହ"ଆମ ପୋଷାକ ଆମ ପରିଚୟ" ଦିବସ ପାଳିତ
ଗୋଶାଣୀ ବ୍ଳକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ସମସ୍ତ କର୍ମଚାରୀ ମାନଙ୍କ ଦ୍ୱାରା ପାରମ୍ପାରିକ ପୋଷାକ ପରିଧାନ ସହ"ଆମ ପୋଷାକ ଆମ ପରିଚୟ" ଦିବସ ପାଳନ ହୋଇଥିଲା।