ଆସିକା: ଆସିକା ଏନଏସି କୁ ମୁନ୍ସିପାଲଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅଞ୍ଚଳରେ ଖୁସିର ଲହରୀ, ପ୍ରତିକ୍ରିୟା ରଖିଲେ ବିଧାୟକ
Asika, Ganjam | Aug 31, 2025
ରାଜ୍ୟର ସର୍ବ ପୁରାତନ ସହର ରୂପେ ଏସିଆ ମହାଦେଶ ରେ ପରିଚିତ ଗଞ୍ଜାମ ଜିଲ୍ଲା ଆସିକା ଏନଏସି କୁ ସ୍ୱାୟତ୍ତ ଶାସନ ଦିବସରେ ରାଜ୍ୟ ମୁଖ୍ୟମନ୍ତ୍ରୀ...