ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ରେ ନର୍ଲା ବ୍ଲକ ଅନ୍ତର୍ଗତ ରାତୁଲ ୟୁଜିଏଚଏସ ର ଛାତ୍ରୀ ଦ୍ରିତିକା ନାଗ ଚମ୍ପିଅନ ହୋଇଥିବା ବେଳେ। ଥୁଆମୂଳ ରାମପୁର ବ୍ଲକ ଚମ୍ପିଆନ ଏବଂ ନର୍ଲା ବ୍ଲକ ରନର୍ସଅପ ହୋଇଥିବା ସୁଚନା। ୧୭ ବର୍ଷ ରୁ କମ ବାଳକ ବିଭାଗରେ ରିଷିଡା ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ପିୟୁଷ କୁମାର ସା ଚମ୍ପିଆନ ହୋଇଥିବା ବେଳେ ଲାଞ୍ଜିଗଡ ଓଏଭି ଛାତ୍ର ଜଗଦିଶ ମାଝୀ ମଧ୍ୟ ଚମ୍ପିଆନ ହୋଇଥିଲେ। ବାଳିକା ବିଭାଗରେ ପଞ୍ଚସଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଲାତରାର ମିତା ପୁଝାରୀ ଚମ୍ପିଅନ ହୋଇଥିଲେ।