ସଦର: ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସିଡିପିଓ ଙ୍କୁ ୪ ବର୍ଷ କାରାଦଣ୍ଡ ଆଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା
ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସିଡିପିଓ ଙ୍କୁ ୪ ବର୍ଷ କାରାଦଣ୍ଡ ଆଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ୨୦୨୧ ମସିହାରେ ଛତୁଆ ବିଲ କରାଇ ଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ ସିଡ଼ିପିଓ ମୀନା ପାତ୍ର । ଅଭିଯୋଗ କାରୀ ଙ୍କ ଅଭିଯୋଗ ପରେ ଭିଜିଲାନ୍ନ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସିଡିପିଓ ଙ୍କୁ ୪ ବର୍ଷ କାରାଦଣ୍ଡ ଆଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦେଶ ଦେଇଥୂବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେ