ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ଘଟଣା, ବିଜେପି ପାର୍ଟି ଅଫିସରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର
ଜଗନ୍ନାଥ ପ୍ରଧାନ କଣ କରିଥିଲେ ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ଷଡଯନ୍ତ୍ର କରିନାହାନ୍ତି । ଅତିରିକ୍ତ କମିଶନରଙ୍କ ଚରିତ୍ର ମହିଳା ଓଏଏସ ଅଫିସର କହିସାରିଲେଣି । ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗ ଓଭର ଯାଉନାହିଁ । ଆଉ ମାଡ଼ ତତ୍ତ୍ଵ ବିଜୁ ପଟ୍ଟନାୟକ କହିଥିଲେ । ଆମେ କଲୁ ସେଇଠୁ କଣ ହେଲା ? ବିଜୁ ପଟ୍ଟନାୟକ କହିଥିଲେ ଯେଉଁ ଅଫିସର ଶୁଣୁନି କିମ୍ବା କାମ କରୁନି ତାକୁ ମାଡ଼ ଦିଅ । ସେ ତାଙ୍କର ଗୁରୁ, ଆମେ ତାଙ୍କ ଗୁରୁଙ୍କୁ ଅନୁକରଣ କଲୁ । ଜଗନ୍ନାଥଙ୍କ ଗିରଫଦାରୀକୁ ମୁଁ ପସନ୍ଦ କରୁନି । ଜଗନ୍ନାଥ ସେ ଜାଗାରେ ସମ୍ପୃକ୍ତ ନଥିଲେ ।