କଣ୍ଟାମାଳ: ତେନ୍ତୁଳିପାଳି ରୁ ଗଂଜେଇ ଜବତ ସହ ଜଣେ ଗିରଫ
ବୌଦ୍ଧ ଜିଲ୍ଳାରେ ଗଂଜେଇ ଚାଲାଣ କାରି ଙ୍କୁ ପଡିଛି ଅପରେସନ ପ୍ରହାର ର ପ୍ରହାର l କଣ୍ଟାମାଲ ପୋଲିସ କୋଣସି ସୂତ୍ର ରୁ ଖବର ପାଇ କଣ୍ଟାମାଲ ଥାନା ତେନ୍ତୁଳିପାଲି ନିକଟ ରୁ ୭୩କେଜି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ l ତେଵେ ଥାନାରେ କେଶ ନମ୍ବର ୧୮୭/୨୫ ରୁଜୁ କରାଯିବା ସହ ଆଜି କୋଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କଣ୍ଟାମାଲ ଥାନା ଅଧିକାରୀ ରଞ୍ଜିତ ମୁନି l