କେନ୍ଦୁଝର ସହର: କେନ୍ଦୁଝର ସଂସ୍କୃତି ଭବନ ଠାରେ ଆୟୋଜିତ ଡି.ଏମ.ଏଫ୍. ଉଦ୍ୟମୀ କାର୍ଯ୍ୟକ୍ରମର ଉଦଘାଟନ ସମାରୋହରେ ଯୋଗଦେଲେ ସାଂସଦ
Kendujhar Town, Kendujhar | Sep 3, 2025
ଆଜି କେନ୍ଦୁଝର ସଂସ୍କୃତି ଭବନ ଠାରେ ଉଦଘାଟିତ ହୋଇଛି ଡି.ଏମ.ଏଫ୍. ଉଦ୍ୟମୀ କାର୍ଯ୍ୟକ୍ରମ। ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାଏକ ଏଥିରେ...