ବୌଦ୍ଧ ସଦର: ସାମ୍ପୋଚ୍ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରିୟ ସୁରଭୀ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍ ର ସାମ୍ପୋଚ୍ ପଞ୍ଚାୟତ ଅନ୍ତର୍ଗତ ସାମ୍ପଚ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାମ୍ପୋଚ ପରିସରରେ ହରେକୃଷ୍ଣପୁର କ୍ଲଷ୍ଟର ଅନ୍ତର୍ଗତ ୪ଟି ପ୍ରାଥମିକ,୫ଟି ଉଚ୍ଚ ପ୍ରାଥମିକ ଓ ୨ଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରବନ୍ଧ, ବତ୍କୃତା, ଚିତ୍ରାଙ୍କନ, ସଙ୍ଗୀତ,ଚିତ୍ରକଳା, ଶିଳ୍ପକଳା ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ୧୧ଟି ଇଭେଣ୍ଟ ରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ।