ବୀରମିତ୍ରପୁର: ଶ୍ରମଶକ୍ତି ମହାବିଦ୍ୟାଳୟ ତରଫରୁ ବୀରମିତ୍ରପୁର ଟାଉନ ହାଲ୍ଲ ଠାରେ ଫ୍ରେସର୍ସ ପାର୍ଟି ଆୟୋଜିତ।
ଆଜି ସୁଚନାମୂତାବକ ଶ୍ରମଶକ୍ତି ମହାବିଦ୍ୟାଳୟ ତରଫରୁ ବୀରମିତ୍ରପୁର ଟାଉନହଲଠାରେ ଫ୍ରେସର୍ସ ପାର୍ଟି ଆୟୋଜିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବୀରମିତ୍ରପୁର ବିଧାୟକ Rohit Joseph Tirkey,ସମ୍ମାନିତ ଅତିଥି ଭାବେ ବୀରମିତ୍ରପୁର ମୁନିସିପାଲିଟିର ଉପାଧ୍ୟାକ୍ଷ ନିବେଦିତା ବାଗେ, ପୂର୍ବତନ ନାଗରପାଳ ଶଶି ସାଗର,ଯୁବ ନେତା ଶହୀଦ ଆଲମ,ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ସିଂ ଓ ଅତିଥି ଭାବରେ ମହିଳା ନେତ୍ରୀ ଯୋଗ ଦେଇଥିଲେ